ଫାଓ ମହିଳା ଲିଗ୍‌ ପୂର୍ବତଟ ରେଳବାଇ-କ୍ରୀଡ଼ା ଛାତ୍ରାବାସ ମ୍ୟାଚ୍‌ ଡ୍ର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ଆୟୋଜିତ ହେଉଥିବା ମହିଳା ଫୁଟବଲ ଲିଗ୍‌ର ବୁଧବାର ମ୍ୟାଚ୍‌ ଡ୍ର’ରେ ସରିଛି । କ୍ରୀଡ଼ା ଛାତ୍ରାବାସ ଏବଂ ପୂର୍ବତଟ ରେଳବାଇ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍‌ ଦେବାରୁ ମ୍ୟାଚ୍‌ ଡ୍ର’ ରହିଥିଲା । ୨୫ତମ ମିନିଟ୍‌ରେ ପୂର୍ବତଟ ରେଳବାଇ ପକ୍ଷରୁ ସତ୍ୟବତୀ ଖାଡିଆ ଗୋଲ୍‌ ଦେଇଥିଲା ବେଳେ କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ସୁସ୍ମିତା ତନ୍ତୀ ୩୧ତମ ମିନିଟ୍‌ରେ ଗୋଲ୍‌ ଶୁଝାଇ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*