ଫାଓ ମହିଳା ଲିଗ୍‌ ଉଦ୍‌ଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବୁଧବାର ଦିନ କଟକ ପୁଲିସ୍‌ ପଡିଆରେ ଓଡ଼ିଶା ଫୁଟବଲ ସଂଘର ମହିଳା ଫୁଟବଲ୍‌ ଲିଗ୍‌ ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନୀ ମ୍ୟାଚରେ କ୍ରୀଡ଼ା ଛାତ୍ରାବାସ ଓଡ଼ିଶା ପୁଲିସ ମଧ୍ୟରେ ହୋଇଥିଲା ମୁକାବିଲା । ଗୋଲ୍‌ ଶୂନ୍ୟ ଭାବେ ଏହି ମ୍ୟାଚ ଶେଷ ହୋଇଛି । ଫାଓର ଯୁଗ୍ମ ସଚିବ ସଙ୍ଗୀତା ଶର୍ମା ଏବଂ ପୂର୍ବତନ ଜାତୀୟ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁବାର ଦିନ ପୂର୍ବତଟ ରେଳବାଇ ଓ ସାଇ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*