ପ୍ରୋ-କବାଡି: ବେଙ୍ଗଲ ୱାରିୟର୍ସ ବନିଲା ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଅହମ୍ମଦାବାଦ

ପ୍ରଭାବୀ କବାଡ଼ି ରଣନୀତିର ପ୍ରଦର୍ଶନ ପୂର୍ବର ତ୍ରୁଟିଶୂନ୍ୟ ରହିଥିବା ବେଙ୍ଗଲ ୱାରିୟର୍ସ ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ଦବଙ୍ଗ ଦିଲ୍ଲୀ ବିପକ୍ଷରେ ୩୯-୩୪ରେ ଜିତି ଟାଇଟଲ ହାସଲ କରିଛି । ଏହା ତାଙ୍କର ପ୍ରଥମ ପ୍ରୋ-କବାଡି ଲିଗ୍‌ ଟାଇଟଲ । ଏକା ଏରିନା ଟ୍ରାନ୍ସ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଫାଇନାଲ ଲଢେଇରେ ଦବଙ୍ଗ ପକ୍ଷରୁ ନବୀନ କୁମାର ଏକାକୀ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦଳର ଏକାଧିକ ତ୍ରୁଟି ଟାଇଟଲ ଜିତିବାକୁ ଦେଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*