ପ୍ରେମିକାଙ୍କୁ ବିବାହ କଲେ ନାଦାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାର୍ସିଲୋନା

ବିଖ୍ୟାତ ଟେନିସ୍‌ ତାରକା ରାଫେଲ ନାଦାଲ ତାଙ୍କର ୧୪ବର୍ଷର ପ୍ରେମିକାଙ୍କୁ ବିବାହ କରିଛନ୍ତି । ୧୯ଟି ଗ୍ରାନ୍ଦସ୍ଲାମ୍‌ ଜିତିଥିବା ୩୩ ବର୍ଷିୟ ନାଦାଲ ତାଙ୍କର ଲମ୍ବାଦିନର ସାଥି ମାରିଆ ଫ୍ରାନ୍ସସେସ୍କାଙ୍କୁ ଆନୁଷ୍ଠାନିକ ଭାବରେ ବିବାହ କରିଛନ୍ତି । ୧୪ ବର୍ଷ ତଳେ ନିଜ ସାନଭଉଣୀ ମାରିବେଲଙ୍କ ମାଧ୍ୟମରେ ମାରିଆଙ୍କ ସହ ନାଦାଲଙ୍କ ପରିଚୟ ହୋଇଥିଲା । ମାରିବେଲ ଓ ମାରିଆ ଦୁହେଁ ଘନିଷ୍ଠ ମିତ୍ର । ବୟସରେ ମାରିଆ ନାଦାଲଙ୍କ ଠାରୁ ଦୁଇବର୍ଷ ସାନ । ଏକ ଛୋଟିଆ ଦ୍ୱିପରେ ଅନୁଷ୍ଠିତ ବିବାହ ଉତ୍ସବରେ କେବଳ ୩୫୦ ଜଣ ଅତିଥି ଯୋଗଦେଇଥିଲେ । ୨୦୧୪ ପର୍ଯର୍୍ୟନ୍ତ ସ୍ପେନର ରାଜା ଥିବା ଜୁଆନ କାର୍ଲାସ୍‌-୧ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*