ପୋଖରୀପୁଟ୍ରେ ‘ଝୁମ୍ ପୋଖରୀପୁଟ୍ ଝୁମ୍’ ୪ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଶାରଦୀୟ ଲକ୍ଷ୍ମୀ ପୂଜା ଉପଲକ୍ଷେ ପୋଖରୀପୁଟ୍ସ୍ଥିତ ମା’ ଭୁଆଷୁଣୀ ୟୁଥ୍ ଟ୍ରଷ୍ଟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅନନ୍ତ ବିହାର ବିଡିଏ କୋଲନୀଠାରେ ସାସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ‘ଝୁମ୍ ପୋଖରୀପୁଟ୍ ଝୁମ୍’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୪ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପନ୍ଦା, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ କର୍ପୋରେଟର ତଥା ଟ୍ରଷ୍ଟର ଉପଦେଷ୍ଟା ହୃଦୟ ବଲ୍ଲଭ ସାମନ୍ତରାୟ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀବଲ୍ଲଭ ସାମନ୍ତରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*