ପୁଣି ବେଲଜିୟମକୁ ହରାଇଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ବେଲଜିୟମ ଗସ୍ତରେ ଥିବା ଭାରତୀୟ ସିନିୟର ପୁରୁଷ ହକି ଦଳର ବିଜୟ ଯାତ୍ରା ଅବ୍ୟାହତ ରହିଛି । ସ୍ପେନ୍‌ ବିପକ୍ଷରେ ଆଣ୍ଟେୱରପ ଠାରେ ୨ ଥର ଭାରତ ଜିଣିଥିଲା ବେଳେ ବେଲଜିୟମକୁ ମଧ୍ୟ ୨ ଥର ହରାଇଛି । ମଙ୍ଗଳବାର ବିଶ୍ୱ ଚମ୍ପିଆନ୍‌ ବେଲଜିୟମ ବିପକ୍ଷରେ ଭାରତ ନିଜ ଦ୍ୱିତୀୟ ବିଜୟ ପାଇଛି । ଅମିତ ରୋହିଦାସ ୧୦ ଓ ସିମରନ୍‌ଜିତ୍‌ ସିଂହ ୫୨ତମ ମିନିଟରେ ଗୋଲ ଦେଇଥିଲେ । ବେଲଜିୟମ ଅଧିନାୟକ ଫେଲିକ୍ସ ୩୩ତମ ମିନିଟରେ ଦଳ ପକ୍ଷରୁ ଦେଇଥିଲେ ଏକମାତ୍ର ଗୋଲ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*