ପୁଣି ଥରେ ବାପା ହେଲେ ରୈନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପୂର୍ବତନ ଭାରତୀୟ ଷ୍ଟାର ସୁରେଶ ରୈନା ସୋମବାର ଦିନ ଦ୍ୱିତୀୟ ଥର ବନିଛନ୍ତି ପିତା । ତାଙ୍କ ଘରକୁ ଆସିଛି ଏକ ଶିଶୁପୁତ୍ର । ସୋମବାର ସୁରେଶଙ୍କ ପନôୀ ପି୍ରୟଙ୍କା ରୈନା ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଖବର ସୋସିଆଲ ମିଡିଆରେ ଜଣାଇଛନ୍ତି ହରଭଜନ ସିଂ । ୨୦୧୬ ମସିହାରେ ସୁରେଶ ଓ ପି୍ରୟଙ୍କାଙ୍କ ଝିଅ ଗାର୍ସିଆ ଜନ୍ମ ହୋଇଥିଲା । ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ସୁରେଶ ଓ ପି୍ରୟଙ୍କାଙ୍କ ଲାଗି ବଧେଇ ସୁଅ ଭଳି ଆସିବା ଆରମ୍ଭ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*