ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଇନିଂସ ବିଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଆଡିଲେଡ୍‌
ସ୍ପିନର ନାଥାନ୍‌ ଲିୟନ ୫ ୱିକେଟ ନେଇ ଅଷ୍ଟ୍ରେଲିଆ ଦଳକୁ ପାକିସ୍ତାନ ବିପକ୍ଷରେ ୧ ଇନିଂସ ଓ ୪୮ ରନ୍‌ରେ ହରାଇ ଦେଇଛି । ସୋମବାର ଦ୍ୱିତୀୟ ଟେଷ୍ଟକୁ ଜିତି ଅଷ୍ଟ୍ରେଲିଆ ୨-୦ରେ ସିରିଜ୍‌ ପୋଛିଛି । ଅଷ୍ଟ୍ରେଲିଆକୁ ଆଉ ଥରେ ବ୍ୟାଟିଂ କରାଇବା ଲାଗି ପାକିସ୍ତାନ ବ୍ୟାଟସମ୍ୟାନ୍‌ ମାନେ ଚେଷ୍ଟା କରିଥିଲେ ମଧ୍ୟ ପାକିସ୍ତାନ ଦଳ ଡିନର ପରେ ପରେ ୨୩୯ ରନରେ ଅଲଆଉଟ୍‌ ହୋଇଯିବାରୁ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚକୁ ଜିତି ନେଇଥିଲା ଅଷ୍ଟ୍ରେଲିଆ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*