ପରଦାରେ ମିତାଲି ରାଜ ବନିବେ ତାପସୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଭାରତୀୟ ମହିଳା କି୍ରକେଟ ଦଳର ଅଧିନାୟିକା ତଥା ଦେଶରେ ମହିଳା କି୍ରକେଟର ପ୍ରସାରରେ ବଡ଼ ଯୋଗଦାନ ଦେଇଥିôବା ଲିଜେନ୍ଦ ଖେଳାଳି ମିତାଲି ରାଜଙ୍କ କି୍ରକେଟ ଜୀବନକୁ ନେଇ ଏକ ହିନ୍ଦୀ ସିନେମା ବନିବାକୁ ଯାଉଛି । ସେ ସିନେମାର ନାମକରଣ କରାଯାଇଛି ସାବାସ୍‌ ମିଠୁ । ବର୍ତ୍ତମାନର ସଫଳ ଅଭିନେତ୍ରୀ ତାପସୀ ପନୁ ମିତାଲୀଙ୍କ ଭୂମିକା ବଡ଼ ପରଦାରେ ନିଭାଇବେ । ମିତାଲିଙ୍କ ୩୭ତମ ଜନ୍ମଦିନରେ ତାପସୀ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଏପରି ଭୂମିକା ପରଦାରେ ନିଭାଇବେ ଯେ, ଯାହାକୁ ଦେଖି ଗୌରବାନ୍ୱିତ ମନେଜ କରିବେ ମିତାଲି । ଏହି ସିନେମା ସକାଶେ ଖୁବ୍‌ଶୀଘ୍ର କଭର ଡ୍ରାଇଭ୍‌ ମାରିବା ସେ ଶିକ୍ଷା ନେବେ ବୋଲି ତାପସୀ କହିଛନ୍ତି । ଭାୟକମ୍‌ ୧୮ ପକ୍ଷରୁ ଏହି ସିନେମା ନିର୍ମିତ ହେବାକୁ ଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*