ନଳିନୀକାନ୍ତ ସ୍ମାରକୀ ବ୍ୟାଡ୍‌ମିଣ୍ଟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଭୁବନେଶ୍ୱରରେ ଚାଲିଥିବା ୬ଷ୍ଠ ନଳିନୀକାନ୍ତ ସ୍ମାରକୀ ରାଜ୍ୟ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ରଞ୍ଜିତ ଏବଂ କ୍ରିଷ୍ଣାଙ୍କ ଯୋଡ଼ି ମିକ୍ସ ଡବଲ୍ସର କ୍ୱାର୍ଟରକୁ ଉଠିଛନ୍ତି । ସେହିପରି ବାଳକ ବର୍ଗରେ ପ୍ରଞ୍ଜେସ୍‌ ମୁର୍ମୁ, ରିତିକ ଆରୋରା, ଅବିନାଶ ମହାନ୍ତି ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସେହିପରି ୧୭ ବର୍ଷରୁ କମ୍‌ ବାଳକ ବର୍ଗରେ କଳାହାନ୍ଦିର ମୋହିତ ବର୍ମା ଏବଂ ସାଇଦୀପ ମାଝି ଡବଲ୍ସର କ୍ୱାର୍ଟରରେ ପ୍ରବେଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*