ନବଜ୍ୟୋତ ସିଂ ସିଦ୍ଧୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ କହିଛନ୍ତି ଯେ, ସତରେ କ’ଣ ୩୦୦ ଆତଙ୍କୀ ମରିଛନ୍ତି? ଯଦି ନୁହେଁ ତେବେ ଏୟାର ଷ୍ଟ୍ରାଇକର ଉଦେ୍ଦଶ୍ୟ କ’ଣ? ଲକ୍ଷ୍ୟ କ’ଣ କେବଳ ଗଛ ଭାଙ୍ଗିବା ଥିଲା? ସେ ଆହୁରି କହିଛନ୍ତି ଯେ, ଆତଙ୍କୀ ମାରିବାକୁ ଯାଇଥିଲେ ନା ଗଛ ଭାଙ୍ଗିବାକୁ? କେବଳ ନିର୍ବାଚନ ପାଇଁ ଏଭଳି ନାଟକ ରଚା ଯାଉଛି । ଏହି ଘଟଣାକୁ ପ୍ରମାଣିତ କରିବାକୁ ଯାଇ ସିଦ୍ଧୁ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ଅପ୍‌ଲୋଡ କରିଛନ୍ତି । ଯେଉଁଥିରେ ବାଲାକୋଟ୍‌ର କିଛି ସ୍ଥାନୀୟ ଲୋକେ ଏଠାରେ କିଛି ହୋଇନଥିବା କହୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*