ଧାନ ବୋଝେଇ ଟ୍ରକ ମାରିଲା ଧକ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ତିହିଡ଼ି

ଚାନ୍ଦବାଲି ରାଜପଥ ରାସ୍ତା କୁନ୍ଦିପୋଲଠାରେ ଏକ ଧାନ ବୋଝେଇ ଟ୍ରକ୍ ରାସ୍ତା କଡରେ ଥିବା ଦୋକାନକୁ ଧକ୍କା ଦେଇଥିଲା । ଦୋକାନ ମାଲିକ ନାରାୟଣ ପରିଡା ଦୋକାନ ମଧ୍ୟରେ ଶୋଇଥିବା ବେଳେ ତାଙ୍କର କୌଣସି କ୍ଷତି ହୋଇନଥିଲା । ହେଲେ ଦୋକାନର ଆଂଶିକ କ୍ଷତି ହୋଇଥିବା ଜଣାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*