ଡ. ଶରତ ସାହୁଙ୍କୁ ଦୀକ୍ଷାରତ୍ନ ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ରୁଚି ଶିଳ୍ପାନୁଷ୍ଠାନର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଶରତ କୁମାର ସାହୁଙ୍କୁ ସୋମବାର ଦୀକ୍ଷାରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ସ୍ଥାନୀୟ ଜୟଦେବଭବନଠାରେ ଆୟୋଜିତ ଏକ ବିଶେଷ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପ ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡକ୍ଟର ସାହୁଙ୍କୁ ସମ୍ମାନ ଫଳକ, ବିଶେଷ ଟ୍ରଫି ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଦୀକ୍ଷା ପତି୍ରକାର ବିଶେଷ ସଂସ୍କରଣକୁ ଉନ୍ମୋଚିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*