ଡେନମାର୍କ ପାରାବ୍ୟାଡମିଣ୍ଟନ: ଡବଲ୍ସ କ୍ୱାର୍ଟରରେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

କୋପେନହାଗାନ୍‌ ଠାରେ ଚାଲିଥିବା ଡେନମାର୍କ ଓପନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଡବଲ୍ସ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ବୁଧବାର ଦିନ ସେ ଓ ତାଙ୍କ ଯୋଡ଼ିଦାର ମନୋଜ ସରକାର ୨ଟି ଗ୍ରୁପ୍‌ ମ୍ୟାଚ୍‌ ଖେଳିଛନ୍ତି । ବ୍ରାଜିଲ ଓ ପେରୁର ଯୋଡ଼ିଙ୍କୁ ସେମାନେ ୨୧-୧୪ ଓ ୨୪-୨୨ରେ ହରାଇଥିଲେ । ଦ୍ୱିତୀୟ ମ୍ୟାଚରେ ପ୍ରମୋଦ ଓ ମନୋଜଙ୍କ ଯୋଡ଼ି ଫ୍ରାନ୍ସର ଯୋଡ଼ି ଟେଡି ଓ ଥୋମାସଙ୍କୁ ୧୯-୨୧,୨୧-୯ ଏବଂ ୨୧-୧୮ରେ ପରାଜିତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*