ଡିଡିସିଏ ସଭାପତି ଦାୟିତ୍ୱ ଜାରି ରଖିଲେ ରଜତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ କ୍ରିକେଟ ସଂଘର ସଭାପତି ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା । ହେଲେ ଦିଲ୍ଲୀ କ୍ରିକେଟ ସଂଘର ଆମ୍ବୁଡସମାନ୍‌ ପୂର୍ବତନ ବିଚାରପତି ବଦର ଅହମ୍ମଦ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହାନ୍ତି । ତାହାକୁ ସେ ଫ୍ରିଜ୍‌ କରିଛନ୍ତି । ଏଥିସହ ସଭାପତି ଦାୟିତ୍ୱ ଜାରି ରଖିବାକୁ ସେ ରଜତଙ୍କୁ ଅନୁରୋଧ କରିଥିଲେ । ଫଳରେ ସୋମବାର ଠାରୁ ରଜତ ଶର୍ମା ପୁଣି ଥରେ ସଭାପତି ଦାୟିତ୍ୱ ନିର୍ବାହ କରିବା ଆରମ୍ଭ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*