ଜିଲ୍ଲା ସଦର ମହକୁମାରେ ଅନିୟମିତତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ତିହିଡ଼ି

ଭଦ୍ରକ ଜିଲ୍ଲା ସଦର ମହକୁମା ବାଇପାସରେ ଅବସ୍ଥିତ ସାଳନ୍ଦୀ କେନାଲ ଡିଭିଜନ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଅନିୟମିତତା । ଉକ୍ତ କାର୍ଯ୍ୟାଳୟରେ ଦିନ ୧୧ ପର୍ଯ୍ୟନ୍ତ ବହୁ କର୍ମଚାରୀ ଅନୁପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । କିଛି କର୍ମଚାରୀ କାର୍ଯ୍ୟାଳୟ ପରିଷ୍କାର କରୁଥିବାରୁ ଲକ୍ଷ୍ୟ କରାଯାଇଥିଲା । କାରଣ ପଚାରିବାରୁ କିଛି କହିଥିଲେ ଯେ ଏଇଠି କଉଠି ଥିବେ । ଆଉ କିଛି କହିଥିଲେ ସେ ଝାଡ଼ା ଯାଇଥିବେ । ହେଲେ ଏକ ଘଣ୍ଟା ଧରି ଅଧିକାରୀମାନେ ନିଜ ସିଟ୍‌କୁ ଆସିନଥିଲେ । କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟକଳାପ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଫଳରେ ମୋ ସରକାରର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*