ଜିଲ୍ଲାସ୍ତରୀୟ ଗୃହରକ୍ଷୀ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦା ରିଜର୍ଭ ପୁଲିସ ପଡ଼ିଆରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଗୃହରକ୍ଷୀ ଦିବସ ପାଳିତ ହୋଇଛି । ଏସ୍ପି ସ୍ମିତ୍ ପି. ପରମାର ଗୃହରକ୍ଷୀ ବାହିନୀ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଗୃହରକ୍ଷୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଏସ୍ପି ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୃହରକ୍ଷୀମାନେ ଅଗ୍ନିକାନ୍ଦର ମୁକାବିଲା କୌଶଳ ପ୍ରଦର୍ଶନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*