ଜାପାନ ପାରା ବ୍ୟାଡମିଣ୍ଟନ ରୌପ୍ୟ ଜିତିଲେ ପ୍ରମୋଦ ଭଗତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ପାରା ଅଲିମ୍ପିକ୍ସ ପୂର୍ବରୁ ଟୋକିଓ ଠାରେ ଟେଷ୍ଟ ଇଭେଣ୍ଟ ଅନ୍ତର୍ଗତ ଜାପାନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଦଳରେ ସାମିଲ ଥାଇ ସେଠାରେ ଖେଳିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ରବିବାର ଦିନ ଖେଳାଯାଇଥିବା ଫାଇନାଲରେ ପ୍ରମୋଦ ଇଂଲନ୍ଦର ଡାନିଏଲ୍‌ ବେଥେଲଙ୍କ ପାଖରୁ ୧୬-୨୧ ଓ ୧୯-୨୧ରେ ପରାଜିତ ହୋଇ ରହିଯାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*