ଜାତୀୟ ସବ୍‌-ଜୁନିୟର ଟିଟି ପାଇଁ ଓଡ଼ିଶା ଦଳ ଘୋଷିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ସବ୍‌-ଜୁନିୟର, କ୍ୟାଡେଟ୍‌ ତଥା ଅନ୍ତଃରାଜ୍ୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା । ଏଥିରେ ଭାଗ ନେବାକୁ ୨୦ଜଣିଆ ଓଡ଼ିଶା ଦଳ ଟ୍ରେନ୍‌ଯୋଗେ ଯାତ୍ରା ଆରମ୍ଭ କରିଛି । କ୍ୟାଡେଟ୍‌ ବାଳକ ବର୍ଗରେ ୬, ବାଳିକା ବର୍ଗରେ ୪, ସବ୍‌-ଜୁନିୟର ବାଳକ ବର୍ଗରେ ୫ ଏବଂ ବାଳିକା ବର୍ଗରେ ୫ଜଣ ଖେଳାଳି ମନୋନୀତ ହୋଇଛନ୍ତି । କୋଚ୍‌ ଭାବେ ଜିତୁ ପନ୍ଦା ଏବଂ ମ୍ୟାନେଜର ଭାବରେ ସମ୍ବିତ୍‌ ଦାସ ମଧ୍ୟ ଧର୍ମଶାଳା ଯାତ୍ରା କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*