ଛତିଶଗଡ଼ ମ୍ୟାଚ ଲାଗି ଓଡ଼ିଶା ରଣଜୀ ଦଳ ଘୋଷିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

୨୦୧୯-୨୦ ସିଜିନର ରଣଜୀ ଟ୍ରଫି ଖେଳ ଡିସେମ୍ବର ୯ରୁ ପ୍ରଥମ ମ୍ୟାଚ ସହ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ରାୟପୁରଠାରେ ନିଜ ପ୍ରଥମ ମ୍ୟାଚ ଛତିଶଗଡ଼ ବିପକ୍ଷରେ ଖେଳି ଆରମ୍ଭ କରି ସିଜିନ । ରବିବାର ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ଜଣିଆ ଓଡ଼ିଶା ଦଳ ଚୟନ କରାଯାଇଛି । ଦଳରେ ଅନ୍ୟ ଖେଳାଳି ଭାବରେ ଅଛନ୍ତି ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର, ଅଙ୍କିତ ଯାଦବ, ପପୁ ରାୟ ଏବଂ ବସନ୍ତ ମହାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*