ଗିରଫ ହେଲେ ଲୁଟେରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧର୍ମଗଡ଼

କଳାହାନ୍ଦି ପୁଲିସକୁ ମିଳିଛି ପୁଣି ଏକ ସଫଳତା । ଲୁଟେରାକୁ ଗିରଫ କରିବା ସହ ଦାମୀ ମୋବାଇଲ, ଲାପଟପ, ଡେସ୍କଟପ ଓ ହୋମଥିଏଟର ସହ ନିଜେ ଚଢୁଥିବା ଏକ ହୋନ୍ଦା ବାଇକ ଜବତ କରିଛି ଧର୍ମଗଡ଼ ଉପଖନ୍ଦ ପୁଲିସ । ଏକ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରି କୁଟୁରୁ ଫାନ୍ଦି ଅଧିକାରୀ କୃତିବାସ ପୁଝାରୀଙ୍କ ସହ ଏସଆଇ ମନୋରଞ୍ଜନ ଆଚାର୍ଯ୍ୟ ଓ ଏସଆଇ ଶେଖର ଜେନା ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଡକାୟତ ହେଲେ ଜୟପାଟଣା ଥାନା ଡେରଲାପଡାର ଯୋଶବନ୍ତ ଶବର (୨୪) ଓ ଜଣେ ନାବାଳକ । ଜବତ ସାମଗ୍ରୀ ମଧ୍ୟରେ ୪୦ଟି ମୋବାଇଲ, ୪ଟି ଲାପଟପ୍, ୨ଟି ପ୍ରିଣ୍ଟର, ଗୋଟିଏ ଟର୍ଚ୍ଚଲାଇଟ, ଗୋଟିଏ ଏଲ୍‌ସିଡି, କିବୋର୍ଡ ୩ ଟି ଜବତ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*