‘ଗଛ ବାଣ୍ଟିଲେ ଜଳସ୍ତର ବୃଦ୍ଧି ପାଇବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ ଆରମ୍ଭ ହେଲା ସବୁଜ ଉକ୍ରଳ ଅଭିଯାନ । ପ୍ରତି ମାସରେ ·ରାରୋପଣ ସହ ଏହାର ଯନô ନିଆଯିବ । ଆଜି ସବୁଜ ଉକ୍ରଳ ସଂଗଠନ ପକ୍ଷରୁ ଭୀମଟାଙ୍ଗିଠାରେ ଏହି ଅଭିଯାନ ଆରମ୍ଭ ହୋଇଛି । ମୁଖ୍ୟ ରାସ୍ତା କଡ଼ରେ ·ରା ରୋପଣ କରାଯିବା ସହ ପରିବେଶ ସଚେତନତା କରାଯାଇଥିଲା । ଗଛ ବାଣ୍ଟିଲେ ଜଳସ୍ତର ବୃଦ୍ଧି ପାଇବ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ସଂଗଠନର ଉପଦେଷ୍ଟା ସମାଜସେବୀ ମାନସ ରଞ୍ଜନ ପଟ୍ଟନାୟକ ଓ ଲିଙ୍ଗରାଜ ସାହୁ ଏଥିରେ ସାମିଲ୍ ହୋଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ସଂଗଠନର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଧ୍ୱର୍ ସଭ୍ୟ ସାମିଲ୍ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*