ଖାଲଖମା ରାସ୍ତାରେ ପଡ଼ି ଛାତ୍ର ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ତିହିଡି
ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ଇଶାଣପୁର ଠାରୁ ତଳଗୋପବିନ୍ଧା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଦୈନଦିନ ବହୁ ଜନସାଧାରଣ ଯିବା ଆସିବା ବେଳେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜୟିପୁର ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ରାମଚନ୍ଦ୍ର ପ୍ରଧାନ ଶୁକ୍ରବାର ସକାଳେ ଟୁ୍ୟସନ ସାରି ଘରକୁ ଫେରୁଥିବାବେଳେ ଏହି ରାସ୍ତାରେ ପଡ଼ି ଗୁରୁତର ହୋଇଥିଲେ । ରାସ୍ତା ମରାପତି ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*