କ୍ୱାର୍ଟର ଫାଇନାଲରେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଡେନମାର୍କ ରାଜଧାନୀରେ ଚାଲିଥିବା ଡେନମାର୍କ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତିି । ଗୁରୁବାର ଦିନ ସେ ସିଙ୍ଗଲ୍ସ ପ୍ରି କ୍ୱାର୍ଟରରେ ବୁଲଗେରିଆର ଖେଳାଳି ଦିମିତ୍ତରଙ୍କୁ ୨୧-୧୬ ଓ ୨୧-୧୧ରେ ହରାଇଥିଲେ । ଶୁକ୍ରବାର ଦିନ ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*