କୋହଲିଙ୍କ ପାଇଁ ନାହିଁ ଅଫ୍‌ ଡେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଇନେ୍ଦାର

କେବଳ ୩ ଦିନ ଭିତରେ ବାଂଲାଦେଶକୁ ଟେଷ୍ଟ ମ୍ୟାଚରେ ହରାଇଛି ଭାରତ । ତା ସତ୍ୱେ ଅଧିନାୟକ ବିରାଟ କୋହଲି କୌଣସି ବିଶ୍ରାମ ଦିବସ ନିଜ ପାଇଁ ନେଇ ନାହାନ୍ତି । ଅଫ୍‌ ଡେ ମୋ ପାଇଁ ନାହିଁ ବୋଲି ନିଜେ ଲେଖିଛନ୍ତି କୋହଲି । ପରବର୍ତ୍ତି ଟେଷ୍ଟ ଦିବାରାତ୍ର ହେବାକୁ ଯାଉଥିବା ବେଳେ ବିରାଟ କୋହଲି ଶାରିରୀକ ଅଭ୍ୟାସ ସାଙ୍ଗକୁ ନେଟ୍ସରେ ବ୍ୟସ୍ତ ଅଛନ୍ତିି । ସୋମବାର ଦିନ ଜିମ୍‌ରେ ଅଭ୍ୟାସ କରୁଥିବାର ଫଟୋ ଏବଂ ଭିଡ଼ିଓ ସେୟାର କରିବା ସହ ନୋ ଅଫ୍‌ ଡେ ବୋଲି ଲେଖିଛନ୍ତି । ଭାରତୀୟ ଦଳ ଅଧବକ ୨ ଦିନ ଇନେ୍ଦାରରେ ବିତାଇବା ପରେ ମଙ୍ଗଳବାର ପରବର୍ତ୍ତି ଟେଷ୍ଟ ଖେଳିବାକୁ କୋଲକାତା ପହଞ୍ଚିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*