କୁକୁର ବୁଲାଇବା ପାଇଁ ଡ୍ରୋନ୍‌ର ସାହାଯ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁ୍ୟୟର୍କ

ସୋସିଆଲ ମିଡିଆରେ ଏବେ ଏକ କୁକୁର ବୁଲାଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ନେଇ ଲୋକେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।
କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଭିନ୍ନ ଦେଶରେ ଲକଡାଉନ୍‌ ପରିସ୍ଥିତି ସହ କର୍ପୁ୍ୟ ମଧ୍ୟ ଲଗାଯାଇଛି । ଏହି ଘଟଣା ଭିତରେ ଜଣେ ବ୍ୟକ୍ତି କରୋନା ଡରରୁ ନିଜକୁ ଦୂରେଇ ରଖିବା ସହ କିପରି କୁକୁରକୁ ବାହାରେ ବୁଲାଇ ହେବ ତା’ର ଏକ ନିଆରା ଯୋଗାଡ କରି ଚର୍ଚ୍ଚାରେ । ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ନିଜ କୁକୁରକୁ ଡ୍ରୋନ୍‌ ସାହାଯ୍ୟରେ ବାହାରେ ବୁଲାଉଛନ୍ତି । କୁକୁରକୁ ବୁଲାଉଛି ଡ୍ରୋନ୍‌ । କୁକୁର ବେକରେ ଲାଗିଥିବା ଦଉଡିଟି ଡ୍ରୋନ୍‌ ସହ ବନ୍ଧା ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*