କାଠମାଣ୍ଡୁରେ ରୌପ୍ୟ ଜିତିଲେ ଋତୁପର୍ଣ୍ଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଆର୍ନ୍ତଜାତିକ ବ୍ୟାଡମିଣ୍ଟନରେ ଭାରତ ପକ୍ଷରୁ ଖେଳିବାର ପ୍ରଥମ ଓଡ଼ିଆ ଝିଅ ଭାବେ ଇତିହାସ ରଚନା କରିଥିବା ଋତୁପର୍ଣ୍ଣା ପନ୍ଦା ଏବେ ପାଇଛନ୍ତି ରୌପ୍ୟ ପଦକ । ନେପାଳର ରାଜଧାନୀ କାଠମାନ୍ଦୁ ଠାରେ ଅନୁଷ୍ଠିତ ନେପାଳ ଚ୍ୟାଲେଞ୍ଜ କପ୍‌ର ମହିଳା ଡବଲ୍ସର ଫାଇନାଲକୁ ଋତୁପର୍ଣ୍ଣା ଉଠିଥିଲେ ସାଥୀ ମନିଷାଙ୍କ ସହ । ତେବେ ଫାଇନାଲରେ ସେମାନେ ହାରିଯିବାରୁ ତାଙ୍କୁ ମିଳିଛି ରୌପ୍ୟ ପଦକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*