କଳା ଚୁଟି ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ର-ଛାତ୍ରୀ.ଏଜେନ୍ସୀ : ଟୋକିଓ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କିଛି ଦିନ ତଳେ ଜାପାନରେ କମ୍ପାନୀମାନେ କାର୍ଯ୍ୟାଳୟରେ ମହିଳାମାନେ ଚଷମା ପିନ୍ଧିପାରିବେ ନାହିଁ ବୋଲି କଟକଣା ଜାରି କରି ବିବାଦକୁ ଆସିଥିଲେ । ଏବେ ଆଉ ଏକ କାରଣରୁ ବିଭିନ୍ନ ସ୍କୁଲର ଛାତ୍ର-ଛାତ୍ରୀମାନେ ସରକାରଙ୍କ ବିରୋଧରେ ଆନେ୍ଦାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏମାନଙ୍କର ଯୁକ୍ତି ହେଉଛି ସରକାର କଳାଚୁଟିକୁ ନେଇ କରିଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ।
ଛାତ୍ର-ଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ, ଜାପାନର ଅଧିକାଂଶ ସ୍କୁଲରେ ସେମାନଙ୍କୁ ଚୁଟି ତୁମର କଳା ନୁହେଁ କହି ଘରକୁ ପଠାଇ ଦିଆଯାଉଛି । ଆଉ ତାହାକୁ ଚୁଟିର ଲମ୍ବ କମ୍‌ ଥିବା, କାହିଁକି ଏହି ରଙ୍ଗର ଅନ୍ତବସ୍ତ୍ର ପିନ୍ଧିଛ ଆଦି କହି ସ୍କୁଲରୁ ବିଦା କରାଯାଉଛି । ତୁରନ୍ତ ସରକାରଙ୍କ ପକ୍ଷରୁ ଏହି କଟକଣା ପ୍ରତ୍ୟାହାର କରାନଗଲେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଅବିଭାବକମାନେ ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*