କରୋନା ସଟ୍‌ଡାଉନ୍‌: ଟିଭି ଇଣ୍ଡଷ୍ଟ୍ରିକୁ ଲାଗିବ ୧୦୦କୋଟିର ଝଟକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ଭାଇରସ୍‌ ମୁକାବିଲା ନେଇ ଏବେ ସବୁଠୁ ଲକ୍‌ଡାଉନ୍‌ । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ଏହି ଲକ୍‌ଡାଉନ୍‌ ଟିଭି ଇନ୍ଦଷ୍ଟି୍ରକୁ ବଡ଼ ପ୍ରଭାବିତ କରିଛି । ସୂଚନା ଅନୁସାରେ ଟିଭି ଇନ୍ଦଷ୍ଟି୍ର କାମ ସମ୍ପୂର୍ଣ୍ଣ ବନ୍ଦ ରହିବା ଦ୍ୱାରା ୧୦୦କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇପାରେ ।
ବିଏମ୍‌ସି ଏବଂ ମୁମ୍ବାଇ ପୁଲିସ୍‌ ପକ୍ଷରୁ ସମସ୍ତ ପ୍ରଡକ୍ସନ୍‌ ହାଉସକୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସୁଟିଂ ବନ୍ଦ ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି । ଯଦି ପରିସ୍ଥିତି ନିୟନ୍ତ୍ରଣକୁ ନଆସେ ଏହି ଅବଧି ଆହୁରି ବଢିପାରେ । ବର୍ତ୍ତମାନ ସମସ୍ତ ସିରିୟଲର ସୁଟିଂ ବନ୍ଦ ହୋଇଛି । ନୂଆ ଏପିସୋଡ୍‌ ଆସୁନଥିବାରୁ ନିଦେ୍ର୍ଦଶକମାନେ ପୁରୁଣାକୁ ରିପିଟି କରିବାକୁ ବାଧ୍ୟ ହେଉଛନ୍ତି । ସୋନି ସବ୍‌ରେ ଆସୁଥିବା ତାରକ୍‌ ମେହେଟ୍ଟା କା’ ଉଲଟା ଚଷମା ଏବେ ପୁରୁଣା ଶୋ ଦେଖାଇବା ଆରମ୍ଭ କରିଛି । ଖାଲି ହିନ୍ଦୀ ସିରିୟଲ ନୁହେଁ ଓଡ଼ିଆ ଧାରାବାହିକ ସବୁ ମଧ୍ୟ ଏହି ଧାରାରେ ଗତି କରିବାକୁ ବାଧ୍ୟ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*