କରୋନା ପାଇଁ ହାଇକୋର୍ଟରେ କଟକଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏହି ଭାଇରସ୍ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କରୋନା ପାଇଁ କଟକଣା ଜାରି କରିଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ୍ୟ କରୋନା କଟକଣା ଜାରି ହୋଇଛି । ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, କୋର୍ଟ ରୁମ ପରିସରରେ ଭିଡ଼କୁ ଏଡ଼ାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ । ଏକ ସମୟରେ ୧୦ଟି ମାମଲା ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତି ରହିପାରିବେ । ଏଥିସହ କୋର୍ଟରୁମ୍ ବାହାରେ ଅଯଥା ଭିଡ଼କୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*