କରିନା କାପୁର ଟି-୨୦ ମହିଳା ବିଶ୍ୱକପ୍‌ର ଟ୍ରଫି ଉନ୍ମୋଚନ କଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୁବାଇ

ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଟ୍ରଫି ଉନ୍ମୋଚିତ କରିଛନ୍ତି । ଶୁକ୍ରବାର ଦିନ କରିନା ଟ୍ରଫି ଉନ୍ମୋଚନ କରିଥିବାର ଖବର ଆଇସିସି ପକ୍ଷରୁ ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*