କରାଟେରେ ଓଡ଼ିଆ ଖେଳାଳିଙ୍କ ସାଫଲ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପାରମ୍ପାରିକ ସୋଟୋକାନ କରାଟେ ଫେଡେରେସନ୍‌ ଆନୁକୂଲ୍ୟରେ କଟକ ଜବାହାରଲାଲ୍‌ ନେହେରୁ ଇନେ୍ଦାର ଷ୍ଟାଡିୟମରେ ଦୁଇଦିନିଆ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ୨୦ଟି ରାଜ୍ୟର ୮୦୦ରୁ ବେଶି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ରାଜଧାନୀରୁ ଦିପ୍ତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଭାଗ ନେଇଥିବା ଦଳରୁ ସିଦ୍ଧାର୍ଥ ଦାସ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ବ୍ରୋଞ୍ଚ ପଦକ ପାଇଛନ୍ତି । ସେହିପରି ସଂଚିତ ଶର୍ମା, ସାଇସତ୍ୟ ସେଠୀ, ଅଙ୍କିତା ପି୍ରୟଦର୍ଶନୀ, ଅଂଶମାନ ଦେହୁରୀ, ଭବାନୀ ଆଚାର୍ଯ୍ୟ ଏବଂ ବୋଧିଦୀପ୍ତ ସାହୁ ବିଭିନ୍ନ ବର୍ଗରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି । ଭୁବନେଶ୍ୱର ଖେଳାଳି ମୋଟ୍‌ ୧୬ଟି ମେଡାଲ ଜିତିବାକୁ ସକ୍ଷମ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*