କବୀରଙ୍କ ବଡ଼ ସଫଳତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାର ଯୁବା ଟେନିସ ଖେଳାଳି କବୀର ହଂସ ବଡ଼ ସଫଳତା ପାଇଛନ୍ତି । ଗୌହାଟିଠାରେ ଅନୁଷ୍ଠିତ ଆଇଟିଏଫ୍‌ ଜୁନିଅର ର୍ୟାକିଂ ଟେନିସ୍‌ ପ୍ରତିଯୋଗିତାରେ କବୀର ସିଙ୍ଗିଲ୍ସ ଚମ୍ପିଆନ୍‌ ହୋଇଛନ୍ତି । ଫାଇନାଲରେ ହରିଆଣା କରନ ସିଂଙ୍କୁ ୬-୦, ୬-୧ରେ ହରାଇବା ପରେ ଡବଲ୍ସ ଟାଇଟଲ ମଧ୍ୟ ଧୃବଙ୍କ ସହ ମିଶି ହାସଲ କରିଛନ୍ତି । ଡବଲ୍ସ ଫାଇନାଲରେ ଡେନିମ୍‌ ଓ ସୁଶାନ୍ତଙ୍କ ଯୋଡ଼ିକୁ ସେମାନେ ୭-୫, ୦-୬ ଏବଂ ୧୦-୬ରେ ହରାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*