ଓସ୍କାର ପାର୍ଟିରେ ଖେଳାଳିଙ୍କ ଚମକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲସ୍‌ଏଞ୍ଜେଲସ୍‌

ଓସ୍କାରରେ ଏଥର ଖେଳାଳିଙ୍କ ଚମକ ବେଶ ଦେଖିବାକୁ ମିଳିଥିଲା । ମଞ୍ଚ ଉପରେ ସେରେନା ୱିଲିୟମ୍ସ ଜୋରଦାର ଭାଷଣ ଦେଇଥିଲେ । ପୁରସ୍କାର ପ୍ରଦାନ ଉତ୍ସବ ପରେ ଆୟୋଜିତ ବିଶେଷ ପାର୍ଟିରେ ବହୁ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା । ସୁନ୍ଦରୀ ମାରିଆ ସାରାପୋଭା ଆକର୍ଷଣୀୟ ପୋଷାକ ପିନ୍ଧି ଆସିଥିଲେ ପାର୍ଟିକୁ । ସେହିପରି ସେରେନା ୱିଲିୟମ୍ସଙ୍କ ସହ ମହିଳା ସ୍କିଂ ଖେଳାଳି ଲିନ୍ଦସେ ଭନ୍‌ ମଧ୍ୟ ଏହି ପାର୍ଟିର ବଢାଇଥିଲେ ଶୋଭା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*