ଏସିଆନ ଆର୍ଚେରୀ ଅତନୁ ଜିତିଲେ ବ୍ରୋଞ୍ଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଥାଇଲାନ୍ଦର ବ୍ୟାଙ୍କକ ସହରେ ଏବେ ଚାଲିଥିବା ଏସିଆନ୍‌ ତୀରନ୍ଦାଜ ପ୍ରତିଯୋଗିତାରେ ମଙ୍ଗଳବାର ଭାରତୀୟ ଖେଳାଳି ଅତନୁ ଦାସ ହାସଲ କରିଛନ୍ତି ବୋଞ୍ଜ ପଦକ । ଜଣେ ସ୍ୱାଧୀନ ଖେଳାଳି ଭାବରେ ଏହି ପ୍ରତିଯୋଗିତାରେ ଖେଳିବାକୁ ଯାଇଥିବା ଅତନୁ ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି । ତୃତୀୟ ସ୍ଥାନ ସକାଶେ ହୋଇଥିବା ଲଢେଇରେ ସେ ଦକ୍ଷିଣ କୋରିଆର ଝିନଙ୍କ ବିପକ୍ଷରେ ୬-୫ର ବିଜୟ ହାସଲ କରିଛନ୍ତି । ପୂର୍ବରୁ ସୋମବାର ଦିନ ଅତନୁ ପୂର୍ବରୁ ଦୀପିକା କୁମାରୀଙ୍କ ସହ ମିଶି ରିକର୍ଭ ମିକ୍ସ ଟିମ୍‌ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*