ଏସିଆନ୍‌ ଏଜ୍‌ ଗ୍ରୁପ୍‌ : ୯ମ ସ୍ୱର୍ଣ୍ଣ ଜିତିଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର
ଏଠାରେ ଚାଲିଥିବା ଏସିଆନ୍‌ ଏଜ୍‌ ଗ୍ରୁପ୍‌ ସନ୍ତରଣ ପ୍ରତିଯୋଗିତାରେ ଭାରତ ୯ମ ସ୍ୱର୍ଣ୍ଣପଦକ ହାସଲ କରିନେଇଛି । ପୁରୁଷ ୧୦୦ ମିଟର ମେଡାଲି ରିଲେରେ ଭାରତ ୩.୪୬.୪୯ ସେକେନ୍ଦର ସମୟ ନେଇ ସ୍ୱର୍ଣ୍ଣ ପାଇଛି । ଭାରତୀୟ ଦଳରେ ଶ୍ରୀହରି ନଟରାଜ, ସାଜନ ପ୍ରକାଶ, ଏସପି ଲିଖିତ ଏବଂ ଭିର୍ଦ୍ଦାୱଲ ଖାଡେ ସାମିଲ ଥିଲେ । ଏହି ରେସ୍‌ରେ ଥାଇଲାନ୍ଦ ଦ୍ୱିତୀୟ ଏବଂ ହଂକଂକଂ ତୃତୀୟ ସ୍ଥାନ ପାଇଛି । ପ୍ରଥମ ସନ୍ତରଣରେ ଶ୍ରୀହରି ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧୦୦ ମିଟର ୫୬.୫୫ ସେକେନ୍ଦରେ ସମ୍ପୂର୍ଣ୍ଣ କରି ଭଲ ଲିଡ୍‌ ଦେବାରୁ ତାହା ଭାରତକୁ ସ୍ୱର୍ଣ୍ଣ ଜିତିବା ପାଇଁ ସହାୟକ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*