ଇଲେକ୍ଟ୍ରୋ ହୋମିଓପାଥିର ଜାତୀୟ ଆଲୋଚନାଚକ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦା ପୌର ସମ୍ମିଳନୀ କକ୍ଷରେ ଇଲେକ୍ଟ୍ରୋ ହୋମିଓପାଥିର ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡ. ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଡ. ଚୂଡ଼ାମଣି ପାତ୍ର, ଆଇନଜିବି ଆର୍ଏନ୍ସିଂ, ଡ. ସରୋଜ ସୋ, ଡ. ଅଜୟ ସେନାପତି, ଡ. ଫକୀର ଚନ୍ଦ୍ର ଦାସ, ଡ. ପଙ୍କଜ ଦାସ ପ୍ରମୁଖ ଯୋଗଦେଇ ଇଲେକ୍ଟ୍ରୋ ହୋମିଓପାଥିର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଇଲେକ୍ଟ୍ରୋ ହୋମିଓପାଥିରେ ରୋଗକୁ ଚିହ୍ନଟ କରାଯାଇ ଚିକିତ୍ସା ପଦ୍ଧତି ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ ।
ଏହି ଅବସରରେ ୭୧ଜଣ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଇଥିଲା । ସଫଳ ଚିକିତ୍ସକମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*