ଇରାନକୁ ମିଳିଛି ଆଉ ଏକ ନୂଆ ଅଶୋଧିତ ତୈଳ ଭଣ୍ଡାର: ରୁହାନି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ତେହେରାନ

ଇରାନର ଦକ୍ଷିଣ ପ୍ରାନ୍ତରରେ ଅଶୋଧିତ ତୈଳର ଏକ ନୂଆ ଭନ୍ଦାର ମିଳିଛି । ରାଷ୍ଟ୍ରପତି ହସନ ରୁହାନି ରବିବାର ଏହି ଘୋଷଣା ଜାତୀୟ ଟିଭି ଚ୍ୟାନେଲ ମାଧ୍ୟମରେ କରିଛନ୍ତି । ସେ କହିଛନ୍ତି ଯେ, ଏହି ଭନ୍ଦାରରେ ୫୩ଅରବ ବ୍ୟାରେଲ ଅଶୋଧିତ ତୈଳ ଥିବାର ସମ୍ଭାବନା ରହିଛି । ଏହାଦ୍ୱାରା ଇରାନର ଅଶୋଧିତ ତୈଳ ଭନ୍ଦାର କ୍ଷମତାରରେ ବଡ ବୃଦ୍ଧି ଘଟିବ । ସେ କହିଛନ୍ତି ଯେ, ଏହି ଭନ୍ଦାର ଖୁଜେସ୍ଥାନ ପ୍ରାନ୍ତରରୁ ମିଳିଛି । ଏହା ୨୪ଶହ ବର୍ଗ କିଲୋମିଟର ବ୍ୟାପ୍ତ ଅଟେ । ସରକାରଙ୍କ ପକ୍ଷରୁ ଏହା ଇରାନବାସୀଙ୍କ ପାଇଁ ଏକ ଛୋଟ ଉପହାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*