ଇଣ୍ଡିଆ ‘ସି’ ଦଳରେ କାଜଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର
ଓଡ଼ିଶାର କାଜଲ ଜେନା ୨୩ ବର୍ଷରୁ କମ୍‌ ମହିଳା କ୍ରିକେଟର୍‌ଙ୍କ ଟି-୨୦ ଚାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ସେ ଇଣ୍ଡିଆ ‘ସି’ ଦଳରୁ ଖେଳିବେ । ପୁଡୁଚେରୀଠାରେ ୧୧ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଇଣ୍ଡିଆ ‘ବି’ ଓ ଇଣ୍ଡିଆ ‘ଏ’ ମଧ୍ୟ ଏଥିରେ ଭାଗ ନେବାକୁ ଯାଉଛନ୍ତି । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସମ୍ପାଦକ ସଂଜୟ ବେହେରା କାଜଲଙ୍କୁ ଏଥିସକାଶେ ବଧେଇ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*