ମେଡ଼ିକାଲ ଏବେ ଭୂତକୋଠି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ

କୋଣାର୍କରେ ୬ କୋଟି ଟଙ୍କା ବ୍ୟୟରେ ଶିଶୁ ମାତୃମଙ୍ଗଳ ୬୦ ଶଯ୍ୟା ବିଶିଷ୍ଟ ମେଡିକାଲ ଏବେ ଭୂତକୋଠିରେ ପରିଣତ ହୋଇଛି । ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ ୧୫ ଦିନ ଭିତରେ ଡାକ୍ତର ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପାଣିର ଗାର ହୋଇ ରହିଛି । ଡେପୁଟେସନରେ ଡାକ୍ତର ଆସି କିଛି ସମୟ ରହି ଚାଲି ଯାଉଛନ୍ତି । କେବଳ ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଦ୍ୱାରା ମେଡିକାଲ ପରିଚାଳିତ ହେଉଛି । ଦୀର୍ଘ ଦିନ ଧରି ରହିଥିବା ନର୍ସମାନେ ଏଠାରେ ରାଜନୀତି କରୁଥିବା ଅଭିଯୋଗ ହେଉଛି । କୋଣାର୍କ ଲକ୍ଷ୍ମୀ ପୂଜା କମିଟି, କୋଣାର୍କ ଯୁବଗୋଷ୍ଠୀ, କୋଣାର୍କ ନାଗରିକ ମଞ୍ଚ ସମେତ ସାଧାରଣ ଜନତା ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*