ଆମ୍ବେଦକର ସମିତିର ଜିଲ୍ଲା ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ଆମ୍ବେଦକର ସମିତିର ଜିଲ୍ଲା ସମ୍ମିଳନୀ ବାରିପଦା ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା । ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁମାନଙ୍କର ଶିକ୍ଷା ଓ ଆର୍ଥିକ ବିକାଶ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଅନ୍ଧବିଶ୍ୱାସ ଦୂର କରିବା ସହିତ ନିଶା ନିବାରଣ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ପ୍ରାଧ୍ୟାପକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଆମ୍ବେଦକର-ଲୋହିଆ ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ମଲ୍ଲିକ, ପ୍ରାଧ୍ୟାପକ ଜୟକୃଷ୍ଣ ମହାନ୍ତ, ଆଇନଜୀବୀ ପଞ୍ଚାନନ ପରିଡ଼ା, ପ୍ରାଧ୍ୟାପକ ଦିବାକର ଧିର, ନନ୍ଦ କୁମାର ମହାପାତ୍ର, ଆଇନଜୀବୀ ବସନ୍ତ ମହାନ୍ତ, ନାଥ ସିଂ, ମହାଦେବ ଦାସ, ସୁଧିର କୁମାର ଖନ୍ଦା, ମହେଶ୍ୱର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନଜୀବୀ ସୁଶୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*