ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ଯଶିପୁର ବ୍ଲକର ଧୋବାଡିହା ସ୍ଥିତ ବ୍ଲକ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଯଶିପୁର ଆମ୍ବେଦକର କମିଟି ଓ ମୟୂରଭଞ୍ଜ ଜିଲ୍ଲା ଆମ୍ବେଦକର କମିଟି ଦ୍ୱାରା ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଯଶିପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଯଶିପୁର ଓ ଜାମଦା ପଞ୍ଚାୟତର ବିଭିନ୍ନ ସ୍କଲର ଛାତ୍ରଛାତ୍ରୀମାନେ ଯୋଗ ଏକ ଶୋଭାଯାତ୍ରାରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟପଟୁଆରେ ବାହାରି ଯଶିପୁର ମହାବିଦ୍ୟାଳୟ ସଭାକକ୍ଷରେ ଉପସ୍ଥିତ ହୋଇଥିଲେ । ସଭାକକ୍ଷରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ଆମ୍ବେଦକର କମିଟିର ସଭାପତି କରୁଣାକର ସେଠୀ ସାଂଗଠନିକ ସମ୍ପାଦକ ସୁଧୀର କୁମାର ଖନ୍ଦା ମୁଖ୍ୟ ଅତିଥିଭାବେ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନ ଆମ୍ବେଦକର ଫାଉନେ୍ଦସନର ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ବେହେରା ମଞ୍ଚାସୀନ ରହି ଦେଶରେ ଆମ୍ବେଦକରଙ୍କ ସଂକ୍ରାନ୍ତରେ ବକ୍ତବ୍ୟ ବର୍ଣ୍ଣନା କରିଥିଲେ । ସମ୍ମାନୀତି ଅତିଥିଭାବେ ସାଧାରଣ ସମ୍ପାଦକ ଗଙ୍ଗାଧର ସେଠୀ କୋଷାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବାରିପଦାର ଆଇନଜୀବୀ ସୁଶିଲ ପାତ୍ର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ତଥା ଆମ୍ବେଦକର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*