ଆବୁଧାବିରେ ଖେଳିବେ ଯୁବରାଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍‌ ଯୁବରାଜ ସିଂହ ଆବୁଧାବିରେ ହେବାକୁ ଯାଉଥିବା ଟି-୧୦ ପ୍ରତିଯୋଗିତାରେ ଖେଳିବେ । ସେହି ପ୍ରତିଯୋଗିତାରେ ସାମିଲ ଥିବା ମରାଠା ଆରବିଆନ୍ସ ଦଳର ସେ ଆଇକନ ଖେଳାଳି ଭାବରେ ଚୁକ୍ତିବଦ୍ଧ ହୋଇଥିବା ଜଣାପଡିଛି । ଗତ ଜୁନ ମାସରେ ଆନ୍ତର୍ଜାତିକ କି୍ରକେଟରୁ ବିଦାୟ ନେଇଥିଲେ ଯୁବରାଜ । ଆବୁଧାବି ପ୍ରତିଯୋଗିତା ନଭେମ୍ବର ୧୪ରୁ ଆରମ୍ଭ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*