ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋଖୋ ଫକୀରମୋହନକୁ ହରାଇଲା କିଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଏବେ ଅନୁଷ୍ଠିତ ହେଉଛି ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱ ବିଦ୍ୟାଳୟ ପୁରୁଷ ଖୋଖୋ ପ୍ରତିଯୋଗିତା । ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ୨୫-୧୦ରେ ପରାଜିତ କରିଛି । ରବିବାର ଦିନ କିଟ୍‌ ଉକ୍ରଳ ଏବଂ ଉତ୍ତର ବଙ୍ଗଳା ବିଶ୍ୱବିଦ୍ୟାଳୟ ବିପକ୍ଷରେ ନିଜ ମ୍ୟାଚ୍‌ ଖେଳିବ । ଫକୀର ମୋହନଙ୍କୁ ହରାଇ ଆଗକୁ ବଢିବା ପାଇଁ ଯୋଗ୍ୟତା ହାସଲ କରିନେଇଛି କିଟ୍‌ ବିଶ୍ୱବିଦ୍ୟାଳୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*