ଅଶନା ଗ୍ରାମରେ କାଳୀପୂଜା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା
ବିଜାତଳା ଗ୍ରାମର ଅଶନା ଗ୍ରାମରେ କାଳୀପୂଜା ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ସାଂସଦ ବିଶ୍ୱେଶ୍ୱର ଟୁଡ଼ୁ, ବିଧାୟକ ଡ. ବୁଢାନ ମୁର୍ମୂ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ ପ୍ରମୁଖ ଯୋଗ ଦେଇ କାଳୀପୂଜା ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ମୟୂରଭଞ୍ଜ ଗାଁରେ କାଳୀ ପୂଜା ଏକ ନିଆରା ପରମ୍ପରା ବୋଲି ବକ୍ତାମାନେ ମତପୋଷଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*