ଅନୀଲଙ୍କ ସହ ଦୌଡ଼ିଲେ ବ୍ଲେକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ମୁମ୍ବାଇ

ସଡ଼କ ସୁରକ୍ଷା ପ୍ରଚାର ପାଇଁ ଭାରତରେ ହେବାକୁ ଯାଉଥିବା କ୍ରିକେଟ୍‌ ପ୍ରତିଯୋଗିତାର କାମରେ ଏଠାକୁ ଆସିଥିବା ଜାମାଇକାର ବିଖ୍ୟାତ ଧାବକ ୟୋହାନ ବ୍ଲେକ୍‌ ବଲିଉଡ୍‌ ଅଭିନେତା ଅନୀଲ କାପୁରଙ୍କ ସହ ଲଗାଇ ଥିଲେ ରେସ୍‌ । ଜୁହୁର ଏକ ଅଭ୍ୟାସ ପାର୍କରେ ଅନୀଲ ଓ ବ୍ଲେକ୍‌ଙ୍କ ଦୌଡ଼ ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*