ଅନଲାଇନରେ ଓଡ଼ିଶା କ୍ରୀଡ଼ା ବିଭାଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଓଡ଼ିଶା କ୍ରୀଡ଼ା ବିଭାଗର ସମସ୍ତ ସୁବିଧା ଓ ବ୍ୟବସ୍ଥା ଏବେ ଅନଲାଇନରେ ଉପଲବ୍ଧ ହେବାକୁ ଯାଉଛି । ଶୁକ୍ରବାର ଦିନ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ଅନଲାଇନ ସେବାର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । ଅନଲାଇନ୍‌ ଧାରା ପ୍ରଚଳନ ଫଳରେ କ୍ରୀଡ଼ା ଛାତ୍ରାବାସ ଗୁଡ଼ିକରେ ଥିବା ଖେଳାଳିମାନଙ୍କର ଖେଳ ଧାରା ଉପରେ ନଜର ରଖା ଯାଇପାରିବ । ଏହି ଅନଲାଇନ୍‌ ସେବା ସ୍ୱଚ୍ଛତା ଆଣିବ ବୋଲି କୁହାଯାଇଛି । ଶୁକ୍ରବାରର କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀଙ୍କ ସହ କ୍ରୀଡ଼ା ସଚିବ ଓ କ୍ରୀଡ଼ା ନିଦେ୍ର୍ଦଶକଙ୍କ ସାଙ୍ଗକୁ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*