ଅଚଳ ହାଇମାକ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ତିହିଡ଼ି

ତିହିଡ଼ି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ନୂଆଶାସନ ଗ୍ରାମରେ ବିଦୁ୍ୟତ ବିଭାଗ ତରଫରୁ ହାଇମାକ୍ସ ଲାଇଟ୍ ତିନୋଟି ଲଗାଯାଇଥିଲା । ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି । ଲଗାଇବାର ଦିନରୁ ଏହା ଅଚଳ ହୋଇପଡ଼ିଛି । ଗ୍ରାମରେ ବିଭିନ୍ନ ସ୍ଥାନରେ ପୂର୍ବରୁ ସଂଯୋଗ ହୋଇଥିବା ହାଇମାକ୍ସ ଲାଇଟ୍ ଅଚଳ ହୋଇପଡିଥିଲାବେଳେ ସେସବୁର ମରାମତି ହେଉ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*