ଅଗ୍ନିକାଣ୍ଡରେ ୩ ପରିବାର ସର୍ବସ୍ୱାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ
ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୨୭ ନଂ ୱାର୍ଡ କାଜିମହଲା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚୂଲି ନିଆଁରୁ ଏହି ଅଭାବନୀୟ ଘଟଣା ଘଟିଥିଲା । ଏହି ଅଗ୍ନିକାଣ୍ଡରେ କାଜିମହଲା ଗ୍ରାମର ଏହେସାନ ଖାଁ, ମୁସ୍ତାଜିମ୍ ଖାନ୍ ଓ ମୁସ୍ତାଫା ଖାନ୍‌ଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଖବର ପାଇ ଚରମ୍ପାରୁ ୨ଟି ଦମକଳ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ସବୁ କିଛି ପୋଡି ଧ୍ୱଂସ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*