ଅକ୍ଟୋବର ୫ରୁ ଚାଲିବ ବନେ୍ଦ ଭାରତ ଏକ୍ସପ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆସନ୍ତା ଅକ୍ଟୋବର ୫ରୁ ଦିଲ୍ଲୀ ଏବଂ କଟରା ମଧ୍ୟରେ ବନେ୍ଦ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରିବ । ଏଥିପାଇଁ ରବିବାରରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଅକ୍ଟୋବର ୫ରେ ଗୃହମନ୍ତ୍ରୀ ଅମିତ୍‌ ଶାହ ସବୁଜ ପତାକା ଦେଖାଇ ଏହାର ଯାତ୍ରା ଆରମ୍ଭ କରାଇବେ । ଏହି ଟ୍ରେନ୍‌ରେ ଯାତ୍ରା କରି ଲୋକେ ୧୨ ବଦଳରେ ୮ଘଣ୍ଟାରେ କଟରାରେ ପହଞ୍ଚôପାରିବେ । ଏହା ପାଇଁ ଡାୟନୋମିକ୍‌ ଫେୟାର ନଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*